Plus Two World History Unit - 1 Meaning and Relevance History Question Answer
୧.ଇତିହାସ ର ଜନକ କିଏ
ଉତ୍ତର : ହେରଦାତାସ
୨. ଗ୍ରୀକ ଶବ୍ଦ ହିଷ୍ଟୋରୀୟ ର ଅର୍ଥ କଣ
ଉତ୍ତର: ଅନୁସନ୍ଧାନ
୩. ଇତିହାସ ହେଉଛି ଅତୀତର ମନୁଷ୍ୟମାନଙ୍କର ବୈଜ୍ଞାନିକ ବିସ୍ଲେସଣ - ଏକଥା କିଏ କହିଥିଲେ
ଉତ୍ତର: ହେରଦାଟାସ
୪. ଇତିହାସ ବା ହିଷ୍ଟୋରୀ କେଉଁ ଶବ୍ଦରୁ ଆସିଅଛି
ଉତ୍ତର: ହିଷ୍ଟୋରିୟା
୫. ବର୍ତମାନ ପର୍ଯ୍ୟନ୍ତ ତିଷ୍ଠି ରହିଥିବା ଇତିହାସ ହିଁ ଶ୍ରେଣୀ ସଂଘର୍ଷର ଇତିହାସ - କିଏ କହିଥିଲେ
ଉତ୍ତର: କାର୍ଲମାକ୍ସ
୬. ପଞ୍ଚମବଦ କାହାକୁ କୁହାଯାଏ
ଉତ୍ତର- ଇତିହାସ
୭. ସମଗ୍ର ଇତିହାସକୁ 'ଚିନ୍ତନର ଇତିହାସ ' ବୋଲି କିଏ କହିଥିଲେ
ଉତ୍ତର- ଆର ଜି କଲିଙ୍ଗଉଡ଼
B ଗୋଟିଏ ଶବ୍ଦ / ଅତି ସଂକ୍ଷିପ୍ତ ଉତ୍ତର / ଭୁଲ ବାକ୍ୟକୁ ଠିକ କରିବା / ଶୂନ୍ୟସ୍ଥାନ ପୂରଣ ଉପଯୁକ୍ତ ଶବ୍ଦ ବସାଇ ଗୋଟିଏ ବାକ୍ୟରେ ଉତ୍ତର ଦିଅ
୮. ଇତିହାସ (ହିଷ୍ଟ୍ରୀ) କେଉଁ ଶବ୍ଦରୁ ଆସିଅଛି
ଉତ୍ତର- ହିଷ୍ଟୋରୀଆ
୯. ଇତିହାସ ର ଜନକ କିଏ
ଉତ୍ତର- ହେରୋଦତ୍ତସ
୧୦. କିଏ ପେଲପୋନେସୀୟ ଯୁଦ୍ଧ ପୁସ୍ତକ ରଚନା କରିଥିଲେ
ଉତ୍ତର- ଥୁସିଡାଇଡେସ
୧୧. କିଏ କହିଥଲେ -- " ଇତିହାସ ହେଉଛି ଅପରିବର୍ତ୍ତିତ ଅତୀତର ଏକ ବିବରଣୀ "
ଉତ୍ତର- ଆରିଷ୍ଟୋଟଲ
୧୨. କିଏ କହିଥିଲେ -- " ଇତିହାସ ହେଉଛି ବିଖ୍ୟାତ ଯୋଦ୍ଧା , ଶାସକ କଳାକାର ତଥା ପୟଗମ୍ବର ଆଦି ବିଶିଷ୍ଟ ବ୍ୟକ୍ତିମାନଙ୍କର ଅଧ୍ୟୟନ
ଉତ୍ତର- ଥାମାସ କାର୍ଲଇଲ
୧୩. " ଇତିହାସ ହେଉଛି ବିଜ୍ଞାନ -- କିଛି କମ ବା ବେଶୀ ନୁହେଁ " -- କିଏ କହିଥିଲେ
ଉତ୍ତର- ବରୀ
୧୪. "ସମସ୍ତ ଇତିହାସ ହେଉଛି ଚିନ୍ତନର ଇତିହାସ" ବୋଲି କିଏ କହିଥିଲେ
ଉତ୍ତର- ଆର ଜି କଲିଙ୍ଗଉଡ଼
୧୫. କିଏ ଅତୀତ କୁ ଅଧ୍ୟୟନକରି ବର୍ତମାନର ପଥ ମଧ୍ୟ ନିର୍ଧାରଣ କରିଥାଏ
ଉତ୍ତର- ଇତିହାସ
୧୬. କେଉଁ ପୁସ୍ତକ " ଇତିହାସ କହିଲେ ପୁରାଣ, ଇତିବୃତି, ଆଖ୍ୟାୟିକା, ଉଦାହରଣ, ଧର୍ମଶାସ୍ତ୍ର ଓ ଅର୍ଥଶାସ୍ତ୍ରକୁ ବୁଝାଇଥାଏ
ଉତ୍ତର- ଅର୍ଥଶାସ୍ତ୍ର
୧୭. ଇତିହାସକୁ " ସଂକୀର୍ଣ୍ଣ ଶଯ୍ୟା " ବୋଲି କିଏ କହିଛନ୍ତି
ଉତ୍ତର- ହେନେରୀ ଫୋର୍ଡ଼
୧୮. 'ଇତିହାସର କ'ଣ ପୁସ୍ତକ ରଚିୟତା କିଏ
ଉତ୍ତର- ଇ ଏଚ କାର
Group - C
ଭୁଲ ବାକ୍ୟକୁ ଠିକ କରି ଲେଖ
୧. ଇତିହାସ ଲାଟିନ ଶବ୍ଦ ' ହିଷ୍ଟୋରୀଆ ' ରୁ ଆସିଅଛି
ଉତ୍ତର- (ଗ୍ରୀକ)
୨. ଇତିହାସ 'ଅତୀତର ମନୁଷ୍ୟମାନଙ୍କର କାର୍ଯ୍ୟ କଳାପର ବୈଜ୍ଞାନିକ ବିସ୍ଲେସଣ ' ବୋଲି ଅରିଷ୍ଟତଳେ କହିଥିଲେ
ଉତ୍ତର- (ହେରଡ଼ଟସ )
୩. ' ଇତିହାସ ଅପରିବରତ୍ତିତ ଅତୀତର ଏକ ବିବରଣୀ ' ବୋଲି ହେରଡ଼ଟସ କହିଥିଲେ
ଉତ୍ତର- (ଆରିଷ୍ଟଟାଲ)
୪. ' ଇତିହାସ ଐତିହାସିକର ମନରେ ଅତୀତ ଚିନ୍ତନର ପୁନଃ ପ୍ରତିଫଳନ' ବୋଲି କାର୍ଲମାକ୍ସକହିଥିଲେ
ଉତ୍ତର- (କଲିଙ୍ଗଉଡ଼)
୫. 'ଇତିହାସ ହେଉଛି ବିଜ୍ଞାନ, କିଛି କମ ବ ବେଶୀ ନୁହେଁ' ବୋଲି କୌଟିଲ୍ୟ
ଉତ୍ତର- ( ବୋରୀ)
୬. ଇତିହାସ କୁ ' ଚତୁର୍ଥ ବେଦ' କୁହାଯାଏ
ଉତ୍ତର- (ପଞ୍ଚମ ବେଦ)
୭. ' ଇତିହାସରେ ପରିଵର୍ତନର ପୁନରାବୃତି ଘଟିଥାଏ ବହୁଳାଂଶରେ ' ବୋଲି ବୋରୀ କହିଥିଲେ
ଉତ୍ତର- (କଲିଙ୍ଗଉଡ଼)
୮. ବିଭିନ୍ନ ସ୍ୱାଧୀନତା ସଂଗ୍ରାମର କାହାଣୀ ଅର୍ଥନୀତି ବିଜ୍ଞାନ ହିଁ ବଖାଣି ଥାଏ
ଉତ୍ତର- (ଇତିହାସ )
୯. ଇତିହାସ ଏକ ' ସଂଙ୍କୀର୍ଣ୍ଣ ଶର୍ଯ୍ୟା' ବୋଲି କାର୍ଲଇଲ କହିଥିଲେ
ଉତ୍ତର- (ହେନେରୀ ଫୋର୍ଡ଼ )
୧୦' ଇତିହାସ ହେଉଛି ଅତୀତ ଓ ବର୍ତମାନ ବିତରେ କଥୋପକଥନ' ବୋଲି ଟୟନବି କହିଥିଲେ
ଉତ୍ତର- (ଇ ଏଚ କାର )
୧୧. ' ସମସ୍ତ ଇତିହାସ ଯନ୍ତନର ଇତିହାସ' ବୋଲି ବୋରୀ କହିଥିଲେ
ଉତ୍ତର- ( କଲିଙ୍ଗଉଡ଼)
୧୨.ଇତିହାସକୁ ' ଶ୍ରେଣୀ ସଂଘର୍ଷ ' ବୋଲି ଟୟନବି କହିଥିଲେ
ଉତ୍ତର (କାର୍ଲମାକ୍ସ)
Group - D
ଡ଼ ଶୂନ୍ୟସ୍ଥାନ ପୂରଣ କର
୧. ଥୁସିଡାଇଡେସଙ୍କ ବିଖ୍ୟାତ ପୁସ୍ତକ ହେଉଛି ________
ଉତ୍ତର- ପେଲପୋନେସୀୟ ଯୁଦ୍ଧ
୨. ଇତିହାସ ହେଉଛି ( ହିଷ୍ଟ୍ରୀ ) ଶବ୍ଦ ଗ୍ରୀକ ଶବ୍ଦ _______ ରୁ ଆସିଅଛି
ଉତ୍ତର- ହିଷ୍ଟୋରୀଆ
୩. ଆଦମ (ଆଦିମାନବ ) ଠାରୁ ________ ପରଜ୍ୟାଣ୍ଟ ମାନବର ସମସ୍ତ ପ୍ରଗତିକୁ ଲିପିବଦ୍ଧ କରି ରଖିଛି ଇତିହାସ
ଉତ୍ତର- ଆଟମ ବା ପରମାଣୁ
୪. ହେନେରୀ ଫୋର୍ଡ଼ଙ୍କ ଭାଷାରେ, ଇତିହାସ ହେଉଛି ଏକ ସଂକୀର୍ଣ୍ଣ _______
ଉତ୍ତର- ଶର୍ଯ୍ୟା
୫. ଇତିହାସକୁ ________ ବେଦ କୁହାଯାଇଥାଏ
ଉତ୍ତର- ପଞ୍ଚମ
୬. ଧର୍ମଶାସ୍ତ୍ର ______ ର ଏକ ଅଂଶ
ଉତ୍ତର- ଇତିହାସ
୭. 'ଅର୍ଥଶାସ୍ତ୍ର' ଲେଖା ହେଉଛନ୍ତି _____
ଉତ୍ତର- ଚାଣକ୍ୟ/କୌଟିଲ୍ୟ/ବିଷ୍ନୁଗୁପ୍ତ
୮. ଇତିହାସହେଉଛି ଏକ ବିଜ୍ଞାନ, କମ କିମ୍ବା ବେଶୀ ନୁହେଁ ବୋଲି _______ କହିଥିଲେ
ଉତ୍ତର: ବରୀ
୯. ବିଭିନ୍ନ ସ୍ୱାଧୀନତା ସଂଗ୍ରାମ ବିଷୟରେ ______ କହିଥାଏ
ଉତ୍ତର- ଇତିହାସ
୧୦. ବର୍ତମାନ ଓ ଅତୀତ ମଧ୍ୟରେ ଇତିହାସ ଏକ ସଂଯୋଗର ସେତୁ ବୋଲି _______ କହିଥିଲେ
ଉତ୍ତର- ଟି ଏସ ଇଲିଅଟ
୧୧. ' ପୃଥିବୀ ଇତିହାସ ସମୟ ମଧ୍ୟରେ ଶକ୍ତିର ପରିପ୍ରକାଶ' ବୋଲି ________ କହିଥିଲେ
ଉତ୍ତର- ଫ୍ରେଡ଼ରିକ ହିଁଗେଲ
୧୨. ' ଇତିହାସସ ମାନବ ସ୍ୱାଧୀନତାର ମୁକ୍ତ କାହାଣୀ' ବୋଲି ________ କହିଛନ୍ତି
ଉତ୍ତର- ଲର୍ଡ଼ ଆକ୍ଟନ
୧୩. ଇତିହାସ ' ବିଖ୍ୟାତ ଯୋଦ୍ଧା, ଶାସକ ଇତ୍ୟାଦିଙ୍କର ଜୀବନୀର ଅଧ୍ୟୟନ ବୋଲି _________ କହିଛନ୍ତି
ଉତ୍ତର- ଥାମାସ କାର୍ଲଇଲ